Skip to main content

Posts

Showing posts from February, 2019

ବୁଢ଼ୀ ଠାକୁରାଣୀ ଯାତ୍ରା

ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ମା ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ବ୍ରହ୍ମପୁର ନଗରୀରେ ଅନୁଷ୍ଠିତ ହେବାକୁ  ଯାଉଅଛି |     ଏହି ପରିପେକ୍ଷୀରେ ବ୍ରହ୍ମପୁର ସହର ବେଶ ଚଳଚଞ୍ଚଳ ହୋଇଉଠିଛି  | ଏହି ବର୍ଷ ସାଧାରଣ ନିର୍ବାଚନ ର ବର୍ଷ ହେଇଥିବାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ଙ୍କ ନଜର ରହିବ ଏହି ଯାତ୍ରା ଉପରେ  | ମା ବୁଢ଼ୀ ଠାକୁରାଣୀ ହେଉଛନ୍ତି ବ୍ରହ୍ମପୁର ର ଇଷ୍ଟଦେବୀ | ଏକ ମାସ ବ୍ୟାପୀ ଚାଲିବାକୁ ଥିବା ଏହି ଯାତ୍ରା ର ବିଶେଷ ଆକର୍ଷଣ ହେଉଛି ବିଭିନ୍ନ କଳାକୁଞ୍ଜ ,ରଥ , ମୀନାବଜ଼ାର ଏବଂ ମାନସିକଧାରୀ ଙ୍କ ବିଭିନ୍ନ ବେଶ | ଏହି ସମୟ ମଧ୍ୟରେ ବିଭିନ୍ନ ଗଳି କନ୍ଦି ରେ  ମାଗଣା ରେ ପ୍ରସାଦ ଏବଂ ପାନୀୟ ବଣ୍ଟନ କରାଯାଏ ,ଯାହା ଯାତ୍ରା ଦେଖିବାକୁ ଆସୁଥିବା ଭକ୍ତ ମାନଙ୍କୁ ସୁବିଧା ପ୍ରଦାନ କରେ | ଏହି ଯାତ୍ରା ର ମୁଖ୍ୟ ଆକର୍ଷଣ ହେଉଛି ପ୍ରସିଦ୍ଧ ବାଘନାଚ ,ଯାହା ଦେଖଣାହାରୀ ଙ୍କୁ ଆନନ୍ଦିତ କରେ | ଏହି ବାଘନାଚ କେବଳ ଗଂଜାମ ନୁହଁ ବିଶ୍ୱପ୍ରସିଦ୍ଧ | ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଠାକୁରାଣୀ ଯାତ୍ରା  ଅନୁଷ୍ଠିତ ହେଉଥିଲେ ମଧ୍ୟ ବ୍ରହ୍ମପୁର   ର ଠାକୁରାଣୀ ଯାତ୍ରା ପ୍ରାୟ 300 ବର୍ଷ ପୁରୁଣା ଏବଂ ଲୋକପ୍ରିୟ | 

About Ganjam

This page is to know all about ganjam & things related to ganjam. ଆଜ୍ଞା  ନମସ୍କାର ,ଆପଣ  ମାନକୁ creative ganjam page କୁ ସ୍ୱାଗତ କରୁଛି . This blog is created to aware people about ganjam district . some are known to ganjam but here I am going to discover ganjam. ganjam is located southern side of odisha.it has 30 blocks and 3 subdivision.        3 subdivision is  CHHATRAPUR, BRAHAMPUR, BHANJANAGAR list of 30 blocks: BRAHAMPUR MCOP ,BHANJANAGAR ,KABISURYANAGAR, HINJILI, PURUSOTTAMPUR, KODALA, GOLANTHARA, KHALIKOTE, ASIKA, BRAHMAPUR, SADAR, DIGAPAHANDI, POLASARA, BUGUDA, PATAPUR, BADAGADA, JARADA, GANGAPUR, NUAGAON, RAMBHA, CHHATRAPUR, SURADA, TARASINGI, JAGANNATH, PRASAD, GOPALPUR, SERAGAD, DHARAKOTE, CHAMAKHANDI, GANJAM, RAMAGIRI, ARJYAPALLI MARINE   kindly visit regularly for upcoming posts.